ମାତ୍ର ୬ ମିନିଟ୍ରେ ୭୭୦୦ ଟଙ୍କା ଶସ୍ତା ହେଲା ସୁନା, ବର୍ଷର ସବୁଠୁ ବଡ଼ ହ୍ରାସ ପରେ… ନୂଆଦିଲ୍ଲୀ,୨୨।୧୦: ହଠାତ ହ୍ରାସ ପାଇଲା ସୁନା ଦର। ଜିଓ ପଲିଟିକାଲ୍ ଏବଂ ବାଣିଜ୍ୟ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀରେ ଚାହିଦା ହ୍ରାସ ଏବଂ ନିବେଶକଙ୍କ ଦ୍ୱାରା ଲାଭ ବୁକିଂ ଯୋଗୁ ସୁନା ମୂଲ୍ୟରେ ଆଖିଦୃଶିଆ ହ୍ରାସ ଘଟିଛି। ବୁଧବାର ସା ୫ଟାରେ...