ସ୍ବାସ୍ଥ୍ୟ ସଚେତନତା ଅଭାବ, ଖାଦ୍ୟପେୟରେ ଅନିୟମିତତା ତଥା ଶାରୀରିକ ପରିଶ୍ରମ ନ କରିବା ଦ୍ୱାରା କିଡ୍‌ନୀ, ମସ୍ତିଷ୍କ, ପାକସ୍ତଳୀ ଭଳି ସ୍ପର୍ଶକାତର ଅଙ୍ଗ ଅକାମୀ ହେଉଛି। ଏଭଳି ସମସ୍ୟାର ସମାଧାନ ପାଇଁ ଦୀର୍ଘ ୩ ଦଶନ୍ଧି ଧରି କା୍ଯଯ୍ୟକରି ଆସୁଥିବା ଦେଶର ପ୍ରମୁଖ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ, ଗ୍ଲୋବାଲ ହସ୍ପିଟାଲ ଖୁବ୍‌ଶୀଘ୍ର ଓଡ଼ିଶାରେ ଏହାର ସେବା କେନ୍ଦ୍ର ଖୋଲିବ। ରବିବାର ଏହାର  ଅଧ୍ୟକ୍ଷ ଡା. କେ. ରବୀନ୍ଦ୍ରନାଥ ‘ଧରିତ୍ରୀ’କୁ  ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି। ହସ୍ପିଟାଲ କେଉଁ କେଉଁ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛି? ହସ୍ପିଟାଲ ମୁଖ୍ୟତଃ ଲାପ୍ରୋସ୍କୋପି, ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ୍‌ ଏବଂ ବେରିଏଟିକ୍‌ ସର୍ଜରି(ଅସ୍ତ୍ରୋପଚାର ସାହାଯ୍ୟରେ ଶରୀରରୁ ମେଦ ହ୍ରାସ କରିବା) ଉପରେ ପ୍ରାଧାନ୍ୟ ଦେଉଛି। ଦେଶରେ ଗ୍ଲୋବାଲ ହସ୍ପିଟାଲକୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ କରିବାରେ ଆମେ ଅଗ୍ରସର ହେଉଛୁ।  ଅର୍ଗାନ୍‌ ଫେଲ୍ୟୁୟର ସମସ୍ୟା ପାଇଁ ଗ୍ଲୋବାଲ ହସ୍ପିଟାଲର କ’ଣ ଭୂମିକା ରହିଛି? ଅଙ୍ଗ ପ୍ରତ୍ୟାରୋପଣ କରିବା ଏକ ବଡ ଆହ୍ବାନ୍‌ ସାଜି ଥିଲା ବେଳେ ୨୦୦୧ ମସିହାରେ ଆମର ପ୍ରଥମ ମଲ୍ଟି ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟ ହାଇଦ୍ରାବାଦରେ ଖୋଲିଥିଲୁ। ବର୍ତ୍ତମାନ ଦେଶରେ ଆମର ୪ଟି ମଲ୍ଟି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟର ରହିଛି। ହୃତ୍‌ପିଣ୍ଡ, ପାକସ୍ଥଳୀ, ଚର୍ମ, ମସ୍ତିଷ୍କ, ଅସ୍ତିମଜ୍ଜା କ୍ଷେତ୍ରରେ ଆମେ ସଫଳତା ଅର୍ଜନ କରିଛୁ। ଆଗକୁ କ’ଣ ଯୋଜନା ରହିଛି?  ଦେଶରେ ବର୍ତ୍ତମାନ ଆମର ୯ଟି ହସ୍ପିଟାଲ ରହିଛି। କିନ୍ତୁ ପୂର୍ବଭାରତରେ ଏ ପ୍ଯଯ୍ୟନ୍ତ ଆରମ୍ଭ ହୋଇନାହିଁ। ଖୁବ୍‌ଶୀଘ୍ର ପଶ୍ଚିମବଙ୍ଗରେ ଏକ ସୁପରସ୍ପେସାଲ୍‌ ମଲ୍ଟି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହସ୍ପିଟାଲ୍‌ ପ୍ରତିଷ୍ଠା କରିବୁ। ପରେ ଆଉ ୨ରୁ ୩ ବର୍ଷ ମଧ୍ୟରେ ଓଡିଶାରେ ମଧ୍ୟ ଏକ ସମାନଧରଣର ହସ୍ପିଟାଲ ଖୋଲିବା ଯୋଜନା ରହିଛି। ଖୁବ୍‌ ଶୀଘ୍ର ଓଡିଶାରେ ଆମେ ଏହି ସେବା ପ୍ରଦାନ କରିବୁ। ଲୋକମାନଙ୍କ ସାଧାରଣ ସ୍ବାସ୍ଥ୍ୟସେବା ସମ୍ପର୍କରେ କ’ଣ ପରାମର୍ଶ ଦେବାକୁ ଚାହିଁବେ?  ଗାଡି, ଘର, ଜୀବନ ବୀମା ଯେପରି କରୁଛନ୍ତି ଠିକ୍‌ ସେମିତି ସ୍ବାସ୍ଥ୍ୟ ବୀମା ମଧ୍ୟ କରନ୍ତୁ।

ସ୍ବାସ୍ଥ୍ୟ ସଚେତନତା ଅଭାବ, ଖାଦ୍ୟପେୟରେ ଅନିୟମିତତା ତଥା ଶାରୀରିକ ପରିଶ୍ରମ ନ କରିବା ଦ୍ୱାରା କିଡ୍‌ନୀ, ମସ୍ତିଷ୍କ, ପାକସ୍ତଳୀ ଭଳି ସ୍ପର୍ଶକାତର ଅଙ୍ଗ ଅକାମୀ ହେଉଛି। ଏଭଳି ସମସ୍ୟାର ସମାଧାନ ପାଇଁ ଦୀର୍ଘ ୩ ଦଶନ୍ଧି ଧରି କା୍ଯଯ୍ୟକରି ଆସୁଥିବା ଦେଶର ପ୍ରମୁଖ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ, ଗ୍ଲୋବାଲ ହସ୍ପିଟାଲ ଖୁବ୍‌ଶୀଘ୍ର ଓଡ଼ିଶାରେ ଏହାର ସେବା କେନ୍ଦ୍ର ଖୋଲିବ। ରବିବାର ଏହାର  ଅଧ୍ୟକ୍ଷ ଡା. କେ. ରବୀନ୍ଦ୍ରନାଥ ‘ଧରିତ୍ରୀ’କୁ  ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି।
 ହସ୍ପିଟାଲ କେଉଁ କେଉଁ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଛି?
 ହସ୍ପିଟାଲ ମୁଖ୍ୟତଃ ଲାପ୍ରୋସ୍କୋପି, ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ୍‌ ଏବଂ ବେରିଏଟିକ୍‌ ସର୍ଜରି(ଅସ୍ତ୍ରୋପଚାର ସାହାଯ୍ୟରେ ଶରୀରରୁ ମେଦ ହ୍ରାସ କରିବା) ଉପରେ ପ୍ରାଧାନ୍ୟ ଦେଉଛି। ଦେଶରେ ଗ୍ଲୋବାଲ ହସ୍ପିଟାଲକୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ କରିବାରେ ଆମେ ଅଗ୍ରସର ହେଉଛୁ। 
 ଅର୍ଗାନ୍‌ ଫେଲ୍ୟୁୟର ସମସ୍ୟା ପାଇଁ ଗ୍ଲୋବାଲ ହସ୍ପିଟାଲର କ’ଣ ଭୂମିକା ରହିଛି?
 ଅଙ୍ଗ ପ୍ରତ୍ୟାରୋପଣ କରିବା ଏକ ବଡ ଆହ୍ବାନ୍‌ ସାଜି ଥିଲା ବେଳେ ୨୦୦୧ ମସିହାରେ ଆମର ପ୍ରଥମ ମଲ୍ଟି ଅର୍ଗାନ୍‌ ଟ୍ରାନ୍ସପ୍ଲାଣ୍ଟ ହାଇଦ୍ରାବାଦରେ ଖୋଲିଥିଲୁ। ବର୍ତ୍ତମାନ ଦେଶରେ ଆମର ୪ଟି ମଲ୍ଟି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟର ରହିଛି। ହୃତ୍‌ପିଣ୍ଡ, ପାକସ୍ଥଳୀ, ଚର୍ମ, ମସ୍ତିଷ୍କ, ଅସ୍ତିମଜ୍ଜା କ୍ଷେତ୍ରରେ ଆମେ ସଫଳତା ଅର୍ଜନ କରିଛୁ।
 ଆଗକୁ କ’ଣ ଯୋଜନା ରହିଛି? 
 ଦେଶରେ ବର୍ତ୍ତମାନ ଆମର ୯ଟି ହସ୍ପିଟାଲ ରହିଛି। କିନ୍ତୁ ପୂର୍ବଭାରତରେ ଏ ପ୍ଯଯ୍ୟନ୍ତ ଆରମ୍ଭ ହୋଇନାହିଁ। ଖୁବ୍‌ଶୀଘ୍ର ପଶ୍ଚିମବଙ୍ଗରେ ଏକ ସୁପରସ୍ପେସାଲ୍‌ ମଲ୍ଟି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହସ୍ପିଟାଲ୍‌ ପ୍ରତିଷ୍ଠା କରିବୁ। ପରେ ଆଉ ୨ରୁ ୩ ବର୍ଷ ମଧ୍ୟରେ ଓଡିଶାରେ ମଧ୍ୟ ଏକ ସମାନଧରଣର ହସ୍ପିଟାଲ ଖୋଲିବା ଯୋଜନା ରହିଛି। ଖୁବ୍‌ ଶୀଘ୍ର ଓଡିଶାରେ ଆମେ ଏହି ସେବା ପ୍ରଦାନ କରିବୁ। 
 ଲୋକମାନଙ୍କ ସାଧାରଣ ସ୍ବାସ୍ଥ୍ୟସେବା ସମ୍ପର୍କରେ କ’ଣ ପରାମର୍ଶ ଦେବାକୁ ଚାହିଁବେ? 
 ଗାଡି, ଘର, ଜୀବନ ବୀମା ଯେପରି କରୁଛନ୍ତି ଠିକ୍‌ ସେମିତି ସ୍ବାସ୍ଥ୍ୟ ବୀମା ମଧ୍ୟ କରନ୍ତୁ।
"/>

ଓଡ଼ିଶାରେ ପ୍ରତିଷ୍ଠା ହେବ ଗ୍ଲୋବାଲ ହସ୍ପିଟାଲ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri