୫୭ ବର୍ଷରେ ବି ଫିଟ୍‌ ଅଛନ୍ତି ନୀତା ଅମ୍ବାନୀ: ଜାଣନ୍ତୁ କିପରି…

ବର୍ତ୍ତମାନ ସମୟରେ ଯୁବର୍ଗଙ୍କ ପାଇଁ ମୋଟାପଣ ଏକ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ବୟସ୍କ ଲୋକମାନଙ୍କ ମେଦ ବୃଦ୍ଧ ଘଟିଲେ ସେମାନେ ଓଜନ କମ୍‌ କରିବାକୁ ଚେଷ୍ଟା କରନ୍ତି ନାହିଁ। ମାତ୍ର ଏମିତି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ୪୦ ବର୍ଷ ପରେ ମଧ୍ୟ ଯୁବବର୍ଗକୁ ଟକ୍କର ଦେଉଛନ୍ତି। ସେମାନେ ହେଲେ ଅନୀଲ କପୁର, ନୀତା ଅମ୍ବାନୀ, ଶିଳ୍ପା ଶେଟ୍ଟୀ, ଫରଦୀନ ଖାନ୍‌, ଅଦନାନ ସାମୀ ପ୍ରମୁଖ। ଲୋକମାନେ ନିଜର ପ୍ରିୟ କଳାକାରଙ୍କୁ ଦେଖିବା ପରେ ସେମାନେ କିପରି ନିଜକୁ ଫିଟ୍‌ ରଖୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରନ୍ତି। ତେବେ ଜାଣିବା ଦେଶର ସବୁଠାରୁ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ଫିଟ୍‌ନେସ୍‌ ବିଷୟରେ।
ବିବାହ ସମୟରେ ନୀତାଙ୍କ ଓଜନ ଥିଲା ୪୭ କେଜି। ମାତ୍ର ୩ ପିଲାଙ୍କ ଜନ୍ମ ପରେ ତାଙ୍କର ଓଜନ ୯୦ କେଜି ବଢ଼ିଯାଇଥିଲା। ତେବେ ଓଜନ କମ୍‌ କରିବା ପାଇଁ ସେ ଅଧିକ ଫଳ, ପନିପରିବା, ବାଦାମ ଖାଇବା ଆରମ୍ଭ କରିଥିଲେ। ଏଥିସହ ସେ ନିୟମିତ ବ୍ୟାୟାମ ମଧ୍ୟ କଲେ। ଏଥିରେ ଯୋଗ, ସୁଇମିଙ୍ଗ୍‌, ଜିମ୍‌କୁ ସେ ପ୍ରାଧାନ୍ୟ ଦେଉଥିଲେ। ପ୍ରତିଦିନ ସକାଳେ ସେ ୪୦ ମିନିଟ ଯୋଗ, ସୁଇମିଙ୍ଗ୍‌ ଏବଂ ବ୍ୟାୟାମ କରିଥାନ୍ତି। ସନ୍ଧ୍ୟାରେ ମଧ୍ୟ ସେ ୩୦ ମିନିଟ ବ୍ୟାୟାମ କରିଥାନ୍ତି। ନୀତାଙ୍କ ଦିନ ବାଦାମ ଏବଂ ଅଖରୋଟ ଖାଇବାରୁ ଆରମ୍ଭ ହୋଇଥାଏ। ସକାଳ ଜଳଖିଆରେ ସେ ଅମଲେଟ୍‌ର ଧଳା ଅଂଶ ଖାଇଥାନ୍ତି। ସେହିପରି ମଧ୍ୟାହ୍ନ ଭୋଜନରେ ସବୁଜ ପନିପରିବା ଏବଂ ସୁପ୍‌ ଖାଇବାକୁ ପସନ୍ଦ କରନ୍ତି। ସନ୍ଧ୍ୟା ସାଢ଼େ ୪ଟାରେ ନୀତା ପନିର କିମ୍ବା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଥାନ୍ତି। ରାତିରେ ସବୁଜ ପରିବା, ସୁପ୍‌ ଏବଂ ଗଜା ଜିନିଷ ଖାଆ
ଏଥିସହ ସେ ଓଜର କମ୍‌ କରିବା ପାଇଁ ବିଟ୍‌ ଜୁଷ୍‌ ପିଇବା ସହ ନୃତ୍ୟ କରିଥାନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri