Odisha Elections 2024
Posted inଜାତୀୟ

୩ ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ,୨୮।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ୩ ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍‌, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ସହିତ ଏସବୁ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ ଗସ୍ତ ମାଧ୍ୟମରେ ସମ୍ଭବ ହେବ ବୋଲି କୁହାଯାଉଛି। ଦେଶର ପ୍ରଥମ ରାଷ୍ଟ୍ରପତି ଭାବେ କୋବିନ୍ଦ ପଶ୍ଚିମ ଆଫ୍ରିକୀୟ ଦେଶକୁ ଗସ୍ତ କରିଛନ୍ତି। ତାଙ୍କ ସହିତ ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଏମ୍‌ପି ଦିଲୀପ୍‌ ଘୋଷ ମଧ୍ୟ ଗସ୍ତରେ ସାମିଲ୍‌ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ସୂଚକାଙ୍କ ତାଲିକାରେ ସୁଧାର

ନୂଆଦିଲ୍ଲୀ,୨୨ା୫: ବିଶ୍ୱ ଅର୍ଥନୈତିକ ଫୋରମର ଭ୍ରମଣ ଏବଂ ପର୍ୟ୍ୟଟନ ବିକାଶ ସୁଚକାଙ୍କ ୨୦୨୪ ରେ ଭାରତର ମାନ୍ୟତା ୩୯ ତମ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ...

ପୁଣେ ପୋର୍ଶେ ଦୁର୍ଘଟଣା ମାମଲାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ

ପୁଣେ,୨୨ା୫: ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ପୁଣେର ପୋର୍ଶେ ଦୁର୍ଘଟଣାରେ ନାବାଳକ ଡ୍ରାଇଭରଙ୍କ ଜାମିନ ବାତିଲ କରିଛନ୍ତି ଜଷ୍ଟିସ ଜୁଭେନାଇଲ ବୋର୍ଡ। ଖବର ଅନୁଯାୟୀ ନାବାଳକ...

ହୋଇଗଲା ସ୍ପଷ୍ଟ, ‘ଇଣ୍ଡିଆ’ ମେଣ୍ଟ ଜିତିଲେ କିଏ ହେବ ପ୍ରଧାନମନ୍ତ୍ରୀ ? ରାହୁଲ-ଖାର୍ଗେଙ୍କୁ ନେଇ…

ନୂଆଦିଲ୍ଲୀ,୨୨।୫: ଭାଜପା ନେତୃତ୍ୱରେ ଲୋକ ସଭା ନିର୍ବାଚନ ଲଢ଼ୁଥିବା ଏନ୍‌ଡିଏ ମେଣ୍ଟର ନେତା ଲଗାତାର ଭାବେ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରୁଛନ୍ତି।...

ପ୍ରଶାନ୍ତ କିଶୋରଙ୍କ ପରେ ଭାଜପାକୁ କେତେ ସିଟ୍‌ ମିଳିବ ଏହି ଆମେରିକୀୟ ରାଜନୀତି ବିଶେଷଜ୍ଞ କଲେ ଭବିଷ୍ୟବାଣୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମୟରେ ଭାରତ ତଥା ବିଦେଶର ଜଣାଶୁଣା ନିର୍ବାଚନ ଜ୍ୟୋତିଷମାନେ ଆସନକୁ ନେଇ କଳ୍ପନାଜଳ୍ପନା...

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ,୨୨ା୫: ଦିଲ୍ଲୀର ସ୍କୁଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ୍‌ ଜରିଆରେ ଧମକ ଆସିଛି। ଫଳରେ ଭୟର...

୫ ଲକ୍ଷ ଓବିସି ସାର୍ଟିଫିକେଟକୁ ବାତିଲ କଲେ ହାଇକୋର୍ଟ

କୋଲକାତା,୨୨ା୫: ବୁଧବାର କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ୨୦୧୧ରୁ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍‌କୁ...

ଭାଷା ଏବଂ ଧର୍ମ ପ୍ରସଙ୍ଗରେ ବୟାନବାଜୀ ନ କରିବାକୁ କଂଗ୍ରେସ-ଭାଜପାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ା୫: ଲୋକ ସଭା ନିର୍ବାଚନରେ ​​ନେତାଙ୍କ ପ୍ରଚାର ଏବଂ ଭାଷଣ ସମ୍ପର୍କରେ ନିର୍ବାଚନ ଆୟୋଗ କଠୋର ହୋଇଛନ୍ତି। ନିର୍ବାଚନ ଆୟୋଗ ଭାରତୀୟ ଜନତା ପାର୍ଟି ସଭାପତି...

କଂଗ୍ରେସର ତେର୍ଚ୍ଛାବାଣ: ନବୀନଙ୍କୁ ନୁହେଁ, ପରୋକ୍ଷରେ ମୋଦିଙ୍କୁ ସଙ୍କେତ ଦେଇଛନ୍ତି ଶାହା, ଚେୟାର ନେବାକୁ ପ୍ରସ୍ତୁତ…

ନୂଆଦିଲ୍ଲୀ,୨୨।୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟସକୁ ନେଇ କଟାକ୍ଷ କରିଥିଲେ। ଏବେ ନବୀନ(୭୭) ବୃଦ୍ଧାବସ୍ଥାରେ ପହଞ୍ଚିଥିବାରୁ ଅବସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri