ସିସିଡିର ଅଂଶଧନ କିଣିପାରେ ଆଇଟିସି

ନୂଆଦିଲ୍ଲୀ,୨୨।୮: ଏସିଆର ସର୍ବବୃହତ୍‌ ସିଗାରେଟ ନିର୍ମାତା ତଥା ଭାରତର ଅନ୍ୟତମ ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ଇଣ୍ଡିଆନ ଟବାକୋ କମ୍ପାନୀ (ଆଇଟିସି) ଏବେ କ୍ୟାଫେ କଫି ଡେ(ସିସିଡି)ର ଅଂଶଧନ କିଣିପାରେ ବୋଲି ମିଡିଆରେ ଚର୍ଚ୍ଚା ହେଉଛି। ତେବେ ଏ ସଂକ୍ରାନ୍ତରେ ଆଲୋଚନା ପ୍ରକ୍ରିୟା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିବା କୁହାଯାଉଥିଲେ ହେଁ କମ୍ପାନୀ ମୁଖପାତ୍ର କୌଣସି ଅଗ୍ରଗତି ହୋଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri