Odisha Elections 2024
Posted inଜାତୀୟ

ରାଜପାକ୍‌ସେଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଗୋତବାୟା ରାଜପାକ୍‌ସେ ବିଜୟ ଲାଗ କରିଛନ୍ତି। ତାଙ୍କର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆମେ ଦୁଇ ଦେଶ ମିଶି ଭ୍ରାତୃସୁଲଭ ଢଙ୍ଗରେ କାମ କରିବା ବୋଲି ମୋଦି କହିଛନ୍ତି। ଶାନ୍ତି ଓ ସୁରକ୍ଷାକୁ ଉଭୟ ଦେଶ ଦୃଷ୍ଟି ଦେବ ବୋଲି ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି। ସୂଚନାଯୋଗ୍ୟ, ରାଜପାକ୍‌ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶାସକ ଦଳର ପ୍ରାର୍ଥୀ ସାଜିଥ ପ୍ରେମଦାସାଙ୍କୁ ହରାଇ ଏହି ବିଜୟ ମୁକୁଟ ପିନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ମନୁଷ୍ୟକୃତ: ହାଇକୋର୍ଟ

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ଟିଆରପି ଗେମିଂ ଜୋନ୍‌ ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ରାଜକୋଟ ଏମ୍ସରେ ଭର୍ତ୍ତି...

ଅହମ୍ମଦାବାଦରେ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗ ପାଖରୁ ୭.୭୫ କୋଟି ଟଙ୍କାର ସୁନା ଜବତ

ଅହମ୍ମଦାବାଦ,୨୬।୫: ରାଜସ୍ୱ ଇଣ୍ଟେଲିଜେନ୍ସ (ଡିଆରଆଇ) ଅଧିକାରୀମାନେ ଶନିବାର ଅହମ୍ମଦାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରୁ ଏକ ସୁନା ଚୋରା ଚାଲାଣ ସିଣ୍ଡିକେଟକୁ କାବୁ...

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣା: ସରକାରଙ୍କୁ ଭର୍ତ୍ସନା କଲେ ଖାର୍ଗେ, କହିଲେ…

ନୂଆଦିଲ୍ଲୀ,୨୬ା୫: ଗୁଜରାଟର ରାଜକୋଟରେ ହୋଇଥିବା ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଦୁଃଖ ପ୍ରକାଶ କରିଛନ୍ତି।...

ବେବି କେୟାର ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୫: ଦିଲ୍ଲୀର ବିବେକ ବିହାର ଅଞ୍ଚଳର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୭ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ...

ବେବି କେୟାର ସେଣ୍ଟର ଅଗ୍ନିକାଣ୍ଡକୁ ନେଇ କେଜ୍‌ରିଓ୍ବାଲ କହିଲେ…

ନୂଆଦିଲ୍ଲୀ,୨୬ା୫: ଦିଲ୍ଲୀର ବିବେକ ବିହାରର ବେବି କେୟାର ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡରେ ୭ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗଭୀର...

ନିର୍ବାଚନ ମଝିରେ ବଢିଲା ଡିମାଣ୍ଡ, ଏହି ଲୋକମାନଙ୍କୁ ଦେବାକୁ ପଡିପାରେ ଇନ୍‌ହେରିଟାନ୍ସ ଟ୍ୟାକ୍ସ

ନୂଆଦିଲ୍ଲୀ,୨୫ା୫: ଦେଶରେ ଚାଲିଥିବା ଲୋକସଭା ର୍ନିବାଚନ ମଧ୍ୟରେ ଇନ୍‌ହେରିଟାନ୍ସ ଟ୍ୟାକ୍ସ (ସମ୍ପତି କର) ଡିମାଣ୍ଡ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଅର୍ଥନୈତିକ ଅସମାନତାକୁ ଦୃଷ୍ଟିରେ...

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ବଡ଼ ଭବିଷ୍ୟବାଣୀ କଲେ ମୋଦି, ଜାଣି ତାଜୁବ ହେବେ

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଇଣ୍ଡିଆ ମହାମେଣ୍ଟ ଉପରେ ଜୋରଦାର ବର୍ଷିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରିବା ସହ ସେମାନେ ଭୋଟବ୍ୟାଙ୍କକୁ ଖୁସି କରିବା...

ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ଶନିବାର ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri