ଭୋଡାଫୋନ୍‌କୁ ରିଫଣ୍ଡ ଲାଗି ଆଇଟି ବିଭାଗକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦।୪: ୨୦୧୪-୧୫ ଆସେସମେଣ୍ଟ ବର୍ଷରେ ଭୋଡାଫୋନକୁ ୭୩୩ କୋଟି ଟଙ୍କାର ରିଫଣ୍ଡ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ଆୟକର ବିଭାଗ(ଆଇଟି)କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪-୧୫ ଠାରୁ ୨୦୧୭-୧୮ ଯାଏ ୪୭୫୯.୦୭ କୋଟି ଟଙ୍କାର ରିଫଣ୍ଡ ଦେବା ଲାଗି ଭୋଡାଫୋନ ପକ୍ଷରୁ ଦାବି ହୋଇଥିଲେ। ଏହି ମାମଲାର ଶୁଣାଣିକରି ସର୍ବୋଚ୍ଚ ନ୍ୟାୟାଳୟ ୨୦୧୪-୧୫ର ରିଫଣ୍ଡ ରାଶି ଦେବାକୁ କହିଛନ୍ତି। ୪ ସପ୍ତାହ ମଧ୍ୟରେ ରିଫଣ୍ଡ ରାଶି ପ୍ରଦାନ ନେଇ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri