ନୂଆଦିଲ୍ଲୀ,୨-୬: ଋଣରେ ବୁଡ଼ି ରହିଥିବା ଭୂଷଣ ଏନର୍ଜି ଲିମିଟେଡର ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି ବୋଲି ଟାଟା ଷ୍ଟିଲ୍ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ୮୦୦ କୋଟି ଟଙ୍କାରେ ଭୂଷଣ ଏନର୍ଜିକୁ କିଣିବା ଲାଗି ନ୍ୟାଶନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି) ଅନୁମତି ଦେବା ପରେ ଟାଟା ଷ୍ଟିଲ୍ ପକ୍ଷରୁ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଟାଟା ଷ୍ଟିଲ୍ ବିଏସ୍ଏଲ୍ ଲିମିଟେଡ ଏହି ଅଧିଗ୍ରହଣ କରିଛି ବୋଲି ଟାଟା ଷ୍ଟିଲ୍ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଜଣାଇଛି। ଏହି ଅଧିଗ୍ରହଣ ଯୋଗୁ ବିଇଏଲ୍ର ୯୯.୯୯ ପ୍ରତିଶତ ଶେୟାର ନିଜ ପାଖରେ ରଖିଛି।
ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…
ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…
Archives

