କନ୍ଧପଡ଼ାରେ ଦଶହରା: ପୂଜାରେ ଯୋଗଦାନ ପାଇଁ ୬ଜଣ ସମ୍ମାନିତ

ମାଧପୁର, ୯।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡାରେ ମା’ ଦୁର୍ଗାଙ୍କ ୪୮ତମ ଦଶହରା ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଅଷ୍ଟମୀରେ ଆଠମଲ୍ଲିକର ଯୁବରାଜ ତଥା ଭାଜପା ଯୁବନେତା ପରେଶ ଦେଓ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଦଶହରା ପୂଜାରେ ପୂର୍ବରୁ ଯେଉଁମାନଙ୍କର ଯୋଗଦାନ ରହିଥିଲା ସେଭଳି ୬ଜଣ ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି। ରାତିରେ ଅପେରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ସଞ୍ଜୟ ସାହୁ, ସମ୍ପାଦକ ପ୍ରକାଶ ସାହୁ, ସହସମ୍ପାଦକ ବିଜୟ ପଣ୍ଡା, କୋଷାଧ୍ୟକ୍ଷ ଯୁଗଳ ଥାଟି, ବିନୋଦ ମହାଖୁଡ଼, ଆଲୋକ ଭୋକ୍ତା, ଉତ୍ତମ ଥାଟି ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଆଟିଗାଁ ପଞ୍ଚାୟତ ଏଡିଇଓ, ପ୍ରଧାନମନ୍ତ୍ରୀ ଆବାସ ପାଇଁ ୬ ହଜାର ଲାଞ୍ଚ ନେବା ବେଳେ…

ଭବାନୀପାଟଣା,୫।୫(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଆଟିଗାଁ ପଞ୍ଚାୟତ ଏଡିଇଓ ଦେବେନ୍ଦ୍ର ସାହୁ । ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦେବା…

ଏଭଳି କାର୍ଯ୍ୟକଳାପକୁ ବରଦାସ୍ତ କରିବୁନି: ଇରାନକୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୫: କିଛି ଦିନ ଧରି ପଶ୍ଚିମ ଏସିଆରେ ଶାନ୍ତି ଥିଲା। ହଠାତ୍‌ ଇରାନ ୟୁଏଇର ଫୁଜୈରାହରେ ଆକ୍ରମଣ କରି ଉତ୍ତେଜନା ସୃଷ୍ଟି କରିଛି। ଏହି ଆକ୍ରମଣର ପ୍ରଭାବ…

ପଶ୍ଚିମବଙ୍ଗରେ ଭାଜପାର ବିଜୟ: କଲ୍ୟାଣସିଂହପୁରରେ ବିଜୟ ଉତ୍ସବ

କଲ୍ୟାଣସିଂହପୁର,୪।୫(ଦୀପକ କୁମାର ପରିଡା): ଭାଜପା ଜିଲା ସଭାପତି ଗୋପୀ ଆନନ୍ଦଙ୍କ ଆଦେଶ କ୍ରମେ ଜିଲା ସମ୍ପାଦକ ସନ୍ଦୀପ ଗୁଡୁଲାଙ୍କ ନେତୃତ୍ୱ ରେ ରାୟଗଡା ଜିଲା କଲ୍ୟାଣସିଂହପୁର ଟାଉନ…

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କ’ଣ ସବୁ ସରକାରୀ ସୁବିଧା ପାଇବେ ମମତା, ଜାଣନ୍ତୁ କେତେ ମିଳିବ ପେନସନ

କୋଲକାତା,୫।୫: ମମତା ବାନାର୍ଜୀ ନିର୍ବାଚନରେ ହାରିଯାଇଛନ୍ତି। ତାଙ୍କର ଭବାନୀପୁର ଆସନ ସହିତ, ସେ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ହରାଇଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଶାସନର ୧୫…

ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ପାଇଁ ବିସିସିଆଇ ଆଣିବ କଡ଼ା ଗାଇଡ୍‌ଲାଇନ

ମୁମ୍ୱାଇ,୫ା୫: ଚଳିତ ଆଇପିଏଲ୍‌ରେ କିଛି ନିର୍ଦ୍ଦିଷ୍ଟ ଖେଳାଳି ସେମାନଙ୍କ ଗର୍ଲଫ୍ରେଣ୍ଡ ସହ ସର୍ୱସାଧାରଣରେ ନଜର ଆସିବା ଘଟଣା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ଷୁବ୍ଧ କରିଛି।…

ଚତୁର୍ଥୀ ରାତିରେ ସ୍ବାମୀଙ୍କୁ ଏମିତି କହିଦେଲେ ସ୍ତ୍ରୀ: ପରଦିନ ଦିନ ସକାଳୁ ଘଟିଲା…

ପାଟନା,୫।୫: ବିହାରର ବୈଶାଳୀ ଜିଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏକ ଫିଲ୍ମ ସ୍କ୍ରିପ୍ଟ ପରି ଲାଗୁଥାଇପାରେ କିନ୍ତୁ ବାସ୍ତବରେ ଏହା ଏକ ପରିବାରର…

୨୦୧୪ରେ କେତୋଟି ରାଜ୍ୟରେ କ୍ଷମତାରେ ଥିଲା ଭାଜପା, ଦେଶରେ କିପରି କଲା ପ୍ରାଧାନ୍ୟ ବିସ୍ତାର? ଜାଣନ୍ତୁ ମୋଦିଙ୍କ ସିକ୍ରେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ୨୦୨୬ ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିର ପରିବର୍ତ୍ତିତ ଦୃଶ୍ୟପଟକୁ ପ୍ରକାଶ କରେ। ଏହି ଫଳାଫଳଗୁଡ଼ିକ…

ହୁମାଙ୍କ ବାଜିବ ସାହାନାଇ: ବୟଫ୍ରେଣ୍ଡଙ୍କ ସହ ରଚିବେ ବିବାହ

ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ହୁମା କୁରେଶୀ। ବିବାହକୁ ନେଇ ନେଇ ଚାଲିଥିବା ଗୁଜବ ଶେଷରେ ସତ ହୋଇଛି। ନିକଟରେ ହୁମା ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri