Posted inଫୁରସତ

ଏହି ଘର ବିଶ୍ୱର ସବୁଠୁ ନିରାପଦ : ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ କ୍ଷତି, ଜାଣନ୍ତୁ କେଉଁଠି

ଆଜିପର୍ଯ୍ୟନ୍ତ ବୁଲେଟ୍‌ପ୍ରୁଫ୍‌ ଘର ତିଆରି ହେଉଥିବା ଜାଣିଛେ, କିନ୍ତୁ ପରମାଣୁ ବମ୍‌ ପ୍ରୁଫ୍‌ ଘର ବିଷୟରେ କେବେ ଶୁଣିଛନ୍ତି? ଯଦି ନା ଆସନ୍ତୁ ଜାଣିବା ଏହି ଘର ସମ୍ପର୍କରେ।
ପୋଲାଣ୍ଡର ଜଣେ ବ୍ୟକ୍ତି ତାଙ୍କ ଘରକୁ ଏମିତି ଟେକ୍‌ନିକ୍‌ରେ ତିଆରି କରିଛନ୍ତି ଯେଉଁଥିରେ ପରମାଣୁ ବମ୍‌ ପଡ଼ିଲେ ବି କୌଣସି କ୍ଷତି ହେବ ନାହିଁ। ବ୍ୟକ୍ତିଜଣକ ଘରର ସୁରକ୍ଷା ପାଇଁ ଆକିର୍ର୍ଟେକ୍‌ଚର ଫାର୍ମ ସହ ଯୋଗାଯୋଗ କରିଥିଲେ। ଏହି କମ୍ପାନୀ ବହୁ ଜଣାଶୁଣା। ଆର୍କିଟେକ୍‌ଟଙ୍କ ଅନୁସାରେ, ଏପରି ଘର ତିିଆରି କରାଯାଇଛି, ପରମାଣୁ ବୋମା ବି କୌଣସି କ୍ଷତି କରିବ ନାହିଁ। ସେ କୁହନ୍ତି, ତାଙ୍କର କ୍ଲାଏଣ୍ଟଙ୍କୁ ଖୁସି କରିବା ପାଇଁ ଏମିତି ଘର ତିଆରି କରିବାକୁ ନିଷ୍ପତ୍ତି ନେଲେ। ଘରର ଡିଜାଇନ୍‌ ତାଙ୍କ କ୍ଲାଏଣ୍ଟ ନିଜେ ଦେଇଛନ୍ତି। ଏହାକୁ ତିଆରି କରିବାରେ କମ୍ପାନୀର ପୂରା ଟିମ୍‌ କଠିନ ପରିଶ୍ରମ କରିଛନ୍ତି। ଶେଷରେ ଏପରି ଘର ତିଆରି କରିବାରେ ତାଙ୍କ ଟିମ୍‌ ସଫଳ ହୋଇଛି। ଅନ୍ୟପକ୍ଷରେ ଗୃହକର୍ତ୍ତା କୁହନ୍ତି, ଏହି ଘରକୁ ବିଶ୍ୱର ସବୁଠୁ ‘ନିରାପଦ ଘର’ପୁରସ୍କାର ମିଳିଛି।

ଏମିତି ଶୈଳୀରେ ନିର୍ମାଣ ହୋଇଛି ଏହି ଘର :

– ଗୋଟିଏ ବଟନ୍‌ ଦବାଇଲେ ଘର ଉପର ତଳ , ଆଗ ପଛ ହେବା ସହ କଂକ୍ରିଟ୍‌ ପାଚେରି ବନ୍ଦ ହେବ।

– ଘର ଉପରେ ପରମାଣୁ ବୋମା ପଡ଼ିଲେ ବି କ୍ଷତି ହେବ ନାହିଁ।

– ଘରକୁ ଏମିତି ଡିଜାଇନ୍‌ କରାଯାଇଛି, ଯାହା ଥରେ ବନ୍ଦ ହେଲେ ଆଉ କେହି ପ୍ରବେଶ କରିପାରିବେ ନାହିଁ।

– ଯେତିକି ମଜଭୁତ ସେତିକି ସୁନ୍ଦର ମଧ୍ୟ।

– ବାହାରେ ରହିଛି ଏକ ସୁଇମିଂପୁଲ୍‌।

– କଂକ୍ରିଟ୍‌ ବ୍ୟତୀତ ମେଟାଲ ସଟର ବ୍ୟବହାର କରାଯାଇଛି। ଯାହା ଘରକୁ ସୁରକ୍ଷିତ ରଖିବ।

– ଘରର ଏକ ଗେଟ୍‌ ମନକୁ ଖୋଲିଯିବ ଆଉ ବନ୍ଦ ବି ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri