ଖଣ୍ଡଗିରି ମେଳାରେ ରାଣୀଙ୍କୁ ଘେରିଗଲେ ଯୁବକ, ତା’ ପରେ ଯାହା ହେଲା… ଦେଖନ୍ତୁ ଭିଡିଓ

ଭୁବନେଶ୍ୱର,୯।୨: ରାଣୀଙ୍କୁ ଘେରିଗଲେ ଯୁବକ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖଣ୍ଡଗିରି ମେଳାରେ। ଖଣ୍ଡଗିରି ମେଲୋଡି ଦେଖିବା ପରେ ରାଣୀଙ୍କୁ ଘେରିଗଲେ ଯୁବକ। ଯାତ୍ରାରେ ଅଶ୍ଳୀଳ ନାଚ ହେଉଛି କି ନାହିଁ ଦେଖିବାକୁ ରାଣୀ ଯାଇଥିଲେ। ଏହି ସମୟରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଯୁବକମାନେ ତାଙ୍କୁ ଘେରିଯିବା ପରେ ଗାଳିଗୁଲଜ କରିଥିଲେ।

 

ଘଟଣା ପରେ PCR ପହଞ୍ଚିଥିଲା। ଏନେଇ rani priyadarsini FIR ଦେବେ ବୋଲି କହିଥିଲେ। କିନ୍ତୁ ଏଫଆଆର ଲେଖିବା ପୂର୍ବରୁ ଯୁବକମାନେ ଭୁଲ ମାଗିଥିଲେ।

Share