ଦିଲ୍ଲୀ ମେୟର ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା: ମହିଳା କାଉନସିଲର ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି)କୁ ଝଟକା ଲାଗିଛି। ଆମ ଆଦମୀ ପାର୍ଟିର ମହିଳା କାଉନସିଲର ସୁନୀତା ଭାଜପାରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚଦେବା ତାଙ୍କୁ ଦଳରେ ସାମିଲ କରାଇଛନ୍ତି। ସୂଚନାଯୋଗ୍ୟ, ମେୟର ପଦ ପାଇଁ ଆସନ୍ତା ୨୬ ତାରିଖରେ ନିର୍ବାଚନ ହେବ।

Share