Categories: Video

କାହିଁକି ଧିରେଧିରେ ଗତିକରେ ବାତ୍ୟା | Dharitri Youth Conclave 2021

ପ୍ରତିବର୍ଷ ବଙ୍ଗୋପସାଗରରେ ଚାରୋଟି ବାତ୍ୟା ସୃଷ୍ଟି ହେଉଥିବା ବେଳେ ଗୋଟିଏ ବାତ୍ୟା ଆସୁଛି ଓଡ଼ିଶା । ଦେଖନ୍ତୁ ଓଡ଼ିଶାରେ ବାତ୍ୟାକୁ ନେଇ କ’ଣ କହୁଛନ୍ତି ଆଇଏମଡି ଡିଜି