ପୁରୀରେ ଚାଞ୍ଚଲ୍ୟ: ଶ୍ରୀମନ୍ଦିର ୫ ଫୁଟ ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ…

ପୁରୀ,୮।୧୬: ପୁରୀ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ବେହରଣ ଦ୍ୱାର ପଟରୁ ପ୍ରାୟ ୫ ଫୁଟ ଉପରକୁ ଚଢ଼ି ଯାଇଥିଲେ। ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିଲେ ଜେଟିପି ଓ ସେବାୟତ। ସଂପୃକ୍ତ ବ୍ୟକ୍ତିଙ୍କ ଘର ରାଞ୍ଚିରେ, ସେ ମାନସିକ ଅନଗ୍ରସର ଥିବା ସୂଚନା ମିଳିଛି।