Categories: Home Leftଖେଳ

ଭିଟ୍ଟୋରୀ ସନରାଇଜର୍ସ କୋଚ୍‌

ହାଇଦ୍ରାବାଦ, ୮ା୮ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ ଗତ ୬ଟି ସିଜନରେ ୫ଥର ଏହାର ମୁଖ୍ୟ କୋଚ୍‌ଙ୍କୁ ବଦଳାଇଛି। ଦଳ ସୋମବାର ଡାନିଏଲ ଭିଟ୍ଟୋରୀଙ୍କୁ ଏହାର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ଗତ ଦୁଇ ସିଜନ ବ୍ରାଏନ ଲାରା ଏହି ପଦବୀରେ ଥିଲେ।