Type your search query and hit enter:
Homepage
ଫୁରସତ
Categories:
Home
Home Left
ଫୁରସତ
Video: ନିଶାରେ ଟଳମଳ ହୋଇ ବି ଟ୍ରାଫିକ୍ ନିୟମ ମାନିଲେ ଏହି ବ୍ୟକ୍ତି, ଭିଡିଓ ଦେଖି…
2 years ago
ସୋସିଆଲ ମିଡିଆରେ ମଦ୍ୟପମାନଙ୍କୁ ନେଇ ଅନେକ ଭିଡିଓ ଦେଖିଥାଇପାର, ହେଲେ କେବେ ନିଶାରେ ଥାଇ ବି ଟ୍ରାଫିକ୍ ନିୟମ ପାଳନ କରୁଥିବା ଦେଖିଛନ୍ତି। ହୁଏତ ନା, ଆଜି ଆମେ ଆପଣଙ୍କୁ ସେଭଳି କିଛି ଭିଡିଓ ଦେଖାଇବୁ। ଏବେ ତାହା ବେଶ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ନିଶାରେ ଟଳମଳ ହେଉଥିଲେ ହେଁ ଟ୍ରାଫିକ୍ରେ ସବୁଜ ଲାଇଟ୍କୁ ଅପେକ୍ଷା କରିଛନ୍ତି। ଅଧାରାତିରେ ଶୁନଶାନ ରାସ୍ତାରେ ଚାଲିଚାଲି ଯାଉଥିବା ସତ୍ତ୍ୱେ ତାଙ୍କର ନିୟମ ପାଳନ କରିବା ଅନେକଙ୍କ ହୃଦୟ ଜିତିଛି। କେହି କେହି ତାଙ୍କ ସଚ୍ଚୋଟତାର ପ୍ରଶଂସା କରୁଛନ୍ତି।
ଭାଇରାଲ ୨୦ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖି ବ୍ୟବହାରକାରୀ ଲେଖୁଛନ୍ତି, ମଦ ସଚ୍ଚୋଟତାର କାରଣ ପାଲଟେ। ଅନ୍ୟଜଣେ କହିଛନ୍ତି, ସେମିତିରେ ବି ଚାଲାଣ କଟିବ,କାରଣ ସେ ହେଲମେଟ ପିନ୍ଧି ନାହାନ୍ତି।
ଦେଖନ୍ତୁ ଭିଡିଓ:
Subscribe to updates
Unsubscribe from updates
Share
Tags:
Dharitri Fursat
Fursat
2 years ago
Related Post
ଭିବି ରାମଜି, ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା: କାମ ନ କରି ଉଠାଯାଇଛି ୩ ପ୍ରକଳ୍ପର ଟଙ୍କା
ଅଧରାତିରେ ପରିବାରର ୩ ଜଣଙ୍କୁ ହତ୍ୟା କରି ଫେରାର ବୃଦ୍ଧ: ଥାନାରେ ପହଞ୍ଚିଲେ ପୁଅ
ଇତିହାସ ରଚିଲା ଭାରତ
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟାର କାରଣ ଜାଣିଲେ….
କ୍ଷମତା ନିୟନ୍ତ୍ରଣର ଯୁଗ
ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ
ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…
ଯେଉଁ ପିଚ୍ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍
NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ
CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ
L