୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ କରାଯାଇଛି। ହିନ୍ଦୋଳ ସବ୍‌ ଟ୍ରେଜରିର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ ହୋଇଛନ୍ତି। ସେ ଚଞ୍ଚକତା କରି ପେନସନ ଟଙ୍କା ଉଠାଇ ନିଜ ଆକାଉଣ୍ଟକୁ ପଠାଉ ଥିଲେ।

Dharitri – Odisha’s No.1 Odia Daily

Share