Categories: Video

ଅନଲକ୍ ୨ – ଓଡିଶା ଗାଇଡଲାଇନ୍

କରୋନା ସଂକ୍ରମଣ ଭିତରେ ଆଜି ରାଜ୍ୟ ସରକାର ଅନଲକ ୨ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଜୁଲାଇ ୧ ରୁ ସମଗ୍ର ରାଜ୍ୟରେ ଅନଲକ ୨ କାର୍ଯ୍ୟକାରୀ ହେବ।