ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା ପରେ ବି କେହି ନାହାନ୍ତି। ପାର୍ସଲ ମଧ୍ୟରେ କ’ଣ ରହିଛି ତାହା ସନ୍ଦେହ ଘେରରେ ରହିଛି। ଯାହାଙ୍କୁ ଜାଣି ଯାତ୍ରୀ ଭୟଭୀତ ହୋଇଛନ୍ତି।

Dharitri – Odisha’s No.1 Odia Daily