ଅଢ଼େଇ ବର୍ଷର ଝିଆରୀଙ୍କୁ ବଳାତ୍କାର କଲେ ଦାଦା, ଆଉ ତା’ପରେ…

ପିଲିଭିଟ୍‌(ୟୁପି),୭ା୨: ଉତ୍ତରପ୍ରଦେଶର ପିଲିଭିଟ୍‌ ଜିଲାରେ ୨୫ ବର୍ଷର ଦାଦା ନିଜର ଅଢ଼େଇ ବର୍ଷର ଝିଆରୀକୁ ବଳାତ୍କାର କରିବା ପରେ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତି ପ୍ରାୟ ୮ଟା ବେଳେ ଘରେ କେହି ନ ଥିବାବେଳେ ଯୁବକ ରାଜେନ୍ଦ୍ର ଓରଫ ନାନୁ ନିଜର ଅଢ଼େଇ ବର୍ଷର ଝିଆରୀ ବାହାରେ ଖେଳୁଥିବା ଦେଖିଥିଲେ। ଏହାପରେ ସେ ତାକୁ ଡାକି ବଳାତ୍କାର କରିଥିଲେ। ପରେ ପରେ ସେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି।

Dharitri – Odisha’s No.1 Odia Daily

Share
Tags: National