Categories: Home Leftଖେଳ

ବିନା ପରିବର୍ତ୍ତନରେ ଓହ୍ଲାଇଲେ ଦୁଇ ଦଳ

ଶାରଜା,୧୧।୧୦: ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ସୋମବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ପ୍ରଥମ ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପିଚ୍‌ ହାର୍ଡ ଦେଖାଦେଉଥିବାରୁ ପ୍ରଥମେ ବ୍ୟାଟିଂ କରିବା ସହଜ ହେବ। ଶେଷ ଆଡ଼କୁ ପିଚ୍‌ ଧୀମା ହୋଇଯିବ ବୋଲି କୋହଲି ଆକଳନ କରିଛନ୍ତି। ଉଭୟ ଦଳ ବିନା କୌଣସି ପରିବର୍ତ୍ତନରେ ଗ୍ରାଉଣ୍ଡକୁ ଓହ୍ଲାଇବେ।