Categories: Home Middleଖେଳ

ଟ୍ରାଭିସ୍ ହେଡଙ୍କୁ ୬.୮୦ କୋଟିରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ,୧୯।୧୨: ଅଷ୍ଟ୍ରେଲୀୟ ବ୍ୟାଟର ଟ୍ରାଭିସ୍ ହେଡଙ୍କୁ ୬.୬୦ କୋଟିରେ କିଣିଛି ସନରାଇଜର୍ସ ହାଇଦ୍ରାବାଦ। ହେଡଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିଲା। ସନରାଇଜର୍ସ ହାଇଦ୍ରାବାଦ ହେଡଙ୍କ ନିଲାମ ଡାକରା ଆରମ୍ଭ କରିଥିଲା। ଏହା ପରେ ଚେନ୍ନାଇ ସୁପର କିଙ୍ଗ୍ସ କିଛି ସମୟ ପ୍ରତିଯୋଗିତା କରିଥିଲା। ତେବେ ଚେନ୍ନାଇ ୬.୬୦ କୋଟିର ଶେଷ ବିଡ୍ କରିଥିଲା। କିନ୍ତୁ ଏହା ପରେ ହେଡଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଥିଲା।