ଓଡ଼ିଶା: ଆଜିର ଫଟୋ ( ୯ ଜୁଲାଇ, ୨୦୨୫ )

କଟକ ଯୋବ୍ରା ଆନିକଟଠାରେ ଜଣେ ଲୋକ ମାଛ ଧରୁଛନ୍ତି

 

କଟକ ଯୋବ୍ରା ଆନିକଟ ଦେଇ ମହାନଦୀରେ ପ୍ରବାହିତ ବନ୍ୟା ଜଳ

 

 

ଡ୍ରାଇଭର ସଂଘ ଆନ୍ଦୋଳନ ଯୋଗୁ ବସ ଚଳାଚଳ ବନ୍ଦ ଥିବାରୁ ବାଦାମବାଡ଼ି ରାସ୍ତା ଖାଁ ଖାଁ ଅନୁଭୂତ

 

 

କଟକ ଯୋବ୍ରା ରେଲ୍‌ୱେ ବ୍ରିଜ୍ ବାଇପାସ୍ ରାସ୍ତାରେ ବନ୍ୟାଜଳ