ଓଡ଼ିଶା: ଆଜିର ଫଟୋ ( ୯ ଅଗଷ୍ଟ ୨୦୨୫ )

ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୫’ ଆରମ୍ଭ

 

 

ରକ୍ଷା ବନ୍ଧନ ଉତ୍ସବ: କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରୀମାନେ ଛାତ୍ରମାନଙ୍କୁ ରାକ୍ଷୀ ପିନ୍ଧାଇ ଦେଉଛନ୍ତି