ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୯, ୨୦୨୨ )


ଭୁବନେଶ୍ୱର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ନୃତ୍ୟ ସହ ବାଦ୍ୟ ବଜାଇ ଉତ୍ସବ ପାଳନ କରୁଛନ୍ତି

ଭୁବନେଶ୍ୱର ଜନତା ମୈଦାନ ଗାନ୍ଧୀ ପାର୍କରେ ଓଡ଼ିଆ ଅଭିଭାବକ ସଂଘ ପକ୍ଷରୁ କ୍ରାନ୍ତି ଦିବସରୁ ଶିକ୍ଷା କ୍ରାନ୍ତି ଅଭିଯାନ ଆରମ୍ଭ

କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ ଅବସରରେ ପ୍ରତିଯୋଗିତା ଆୟୋଜିତ