ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୬, ୨୦୨୨)

ଭୁବନେଶ୍ୱରରେ ପ୍ରବଳ ବର୍ଷା: ରାଜମହଲ ଛକର ଦୃଶ୍ୟ

 

ରାଜଧାନୀରେ ବର୍ଷା ସମୟରେ ବମିଖାଲ ଅଞ୍ଚଳରେ ରାସ୍ତା ଉପରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମି ରହିଛି

 

ଭୁବନେଶ୍ୱର ଇସ୍କନ ମନ୍ଦିର ସମୁଖ ରାସ୍ତାରେ ବର୍ଷା ଜଳ ଜମି ରହି ଲୋକଙ୍କ ଯାତାୟତରେ ଅସୁବିଧା

 

ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ଜଳବନ୍ଦୀ ସ୍ଥିତି

 

ଭୁବନେଶ୍ୱର ସ୍ଥିତ ଲୋୟଲା ସ୍କୁଲରେ ‘ସିନର୍ଜି ୨୦୨୨’ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ

 

ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ଅର୍ଜୁନ ଦାଶ ସ୍ମୃତି ସମାରୋହ ଅନୁଷ୍ଠିତ