ଓଡ଼ିଶା: ଆଜିର ଫଟୋ ( ୨ ମେ, ୨୦୨୫ )
ଦଶମ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା ପରେ କଟକର ତୁଳସୀପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମେଧାବୀ ଛାତ୍ରୀଛାତ୍ରମାନେ ଖୁସି ଅଛନ୍ତି
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ କଳିଙ୍ଗ ସୁପର କପ୍ ଫାଇନାଲ ପୂର୍ବରୁ ଗୋଆ ଏଫସି, ଜାମସେଦପୁର ଏଫସିର ଫଟୋସୁଟ୍, ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ