ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨, ୨୦୨୨)

କଟକ କଲେଜ ଛକରେ ବିକ୍ରି ପାଇଁ ତରଭୁଜକୁ ସଜାଇ ରଖୁଛନ୍ତି ମହିଳା ବ୍ୟବସାୟୀ

 

ସରସ୍ବତୀ ପୂଜା ପାଇଁ କଟକ ଦୋଳମୁଣ୍ଡାଇ ଛକ ନିକଟରେ ଥିବା  ଦୋକାନରୁ ମୂର୍ତ୍ତି କିଣୁଛନ୍ତି ଗ୍ରାହକ

 

ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ରଥକାଠ