ଓଡ଼ିଶା: ଆଜିର ଫଟୋ ( ୨୮ ଅଗଷ୍ଟ, ୨୦୨୫ )

ଜ୍ୟୋତି କଳା ମନ୍ଦିର ସଂଗଠନର ବାର୍ଷିକ ଉତ୍ସବ ଗୁରୁବାର ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେଲା

ସାରଳା ଭବନରେ ସାରଳା ସାହିତ୍ୟ ସଂସଦ ଓ ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ

ବାମିଖଲା କେନାଲ ରୋଡରେ ଖାଲ ହୋଇ ପାଣି କମିଥିବାରୁ ଯିବା ଆସିବାରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି

ଟେଲେଙ୍ଗା ବଜାର ରଘୁନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ କଟକ ମହାନଗର ନାଗରିକ ମହାସଭା ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ ପାଳନ ଅବସରରେ ଉପସ୍ଥିତ ବ୍ୟକ୍ତିବୃନ୍ଦ