ଓଡ଼ିଶା: ଆଜିର ଫଟୋ ( ୨୭ ଏପ୍ରିଲ, ୨୦୨୫ )

ନନ୍ଦନକାନନ ବୋଟାନିକାଲ ଗାର୍ଡେନ ପରିସରରେ ଥିବା ଗଛରେ ବସା ବାନ୍ଧୁଥିବା ଚଢେଇ

 

 

ବ୍ରହ୍ମପୁରରେ ଅସ୍ଥାୟୀ ମଣ୍ଡପରେ ମା ପୂଜା ପାଉଛନ୍ତି

 

 

 

କଟକର ସେକ୍ଟର ୮ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୁଚିପୁଡ଼ି ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି