ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୬, ୨୦୨୨ )

କଟକସ୍ଥିତ ଜେଏନ୍ ଇନଡୋର ଷ୍ଟାଡିୟମରେ ବିସିଟିସି, ବ୍ୟାଡମିଣ୍ଟନ୍ ବିକାଶ କମିଟି ଓଏସବିଏ ପକ୍ଷ୍ୟରୁ ଆୟୋଜିତ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ।

 

ଭୁବନେଶ୍ୱର ଖଣ୍ଡଗିରି ଥାନା ସ୍ତିତ ଖାଡି ଗ୍ରାମ ନିକଟରେ ବେଆଇନ ନିର୍ମାଣକୁ ବିଡିଏ ଦ୍ୱାରା ଭଙ୍ଗାଯାଉଅଛି

 

ଭୁବନେଶ୍ୱର ବିଏମସି କର୍ପୋରେସନ୍ ହଲରେ ମିଟିଙ୍ଗ ଚାଲିଛି

 

ବିଜେପି ସଦସ୍ୟମାନଙ୍କର ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବର୍ଜ୍ୟବସ୍ତୁ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ