ଓଡ଼ିଶା: ଆଜିର ଫଟୋ ( ମେ ୨୨, ୨୦୨୨ )

କଟକ ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ପରିଚୟ ଜାତୀୟ ଆଦିବାସୀ ମେଳା

 

ଭୁବନେଶ୍ୱର ଜିକେସିଏମ ଠାରେ ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ଦ୍ୱାରା ପ୍ରସ୍ତୁତ ଦ୍ୱିତୀୟ ଜାତୀୟ ନୃତ୍ୟ ମହୋତ୍ସବ ‘ନୃତ୍ୟ ମୋହିନୀ’