ଓଡ଼ିଶା: ଆଜିର ଫଟୋ ( ୨୧ ମେ, ୨୦୨୫ )

କଟକ ତୁଳସୀପୁର SSVMରେ ଛାତ୍ରୀଛାତ୍ରମାନେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଫଳାଫଳ ପ୍ରକାଶ ପରେ ଖୁସି ମନାଉଛନ୍ତି। ପ୍ରିନ୍ସିପାଲ ଡକ୍ଟର ହୃଷିକେଶ ଆଚାର୍ଯ୍ୟ ଛାତ୍ରୀଛାତ୍ରମାନଙ୍କୁ ମିଠା ପ୍ରଦାନ କରୁଛନ୍ତି

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଜାତୀୟ ନାଟ୍ୟ ମହୋତ୍ସବରେ ନାଟକ, “ମାଗୁଣିର ଶଗଡ଼” ପରିବେଷଣ