ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୧୭, ୨୦୨୪ )

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଓଡ଼ିଶା ହାଇକୋର୍ଟ ଵାର ଆସୋସିଏସନ ପକ୍ଷରୁ ମଞ୍ଚସ୍ଥ ନାଟକ ଚଣ୍ଡାଳ ଗଜପତି

 

 

ପୁରୀ ଏସସିଏସ କଲେଜ ପରୀକ୍ଷା କେନ୍ଦ୍ରକୁ ଛାତ୍ରୀଛାତ୍ରମାନେ ଯୁକ୍ତ ଦୁଇ କଳା ପରୀକ୍ଷା ପାଇଁ ଯାଉଛନ୍ତି