ଓଡ଼ିଶା: ଆଜିର ଫଟୋ ( ୧୫ ଜୁଲାଇ, ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୯ତମ ପୂଣ୍ୟତିଥୀ ଅବସରରେ ଶ୍ରଦ୍ଧାଞ୍ଜଳି ସମାରୋହରେ ଆୟୋଜିତ ଓଡିଶୀ ନୃତ୍ୟ
କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବକୁ ମହାମହିମ ରାଷ୍ଟ୍ରପତିଙ୍କ ଯିବା ସମୟରେ ରାସ୍ତା ପାର୍ଶ୍ୱରେ ରାଷ୍ଟ୍ରପତିଙ୍କୁ ଦେଖିବା ଓ ସ୍ୱାଗତ କରିବା ପାଇଁ ଲୋକଙ୍କ ଭିଡ