ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୫ )
କଟକ ବକ୍ସି ବଜାରର ପୁରୁଣା ସଚିବାଳୟ ପରିସରରେ ହିନ୍ଦୀ ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ‘ରଙ୍ଗ ବରସେ’ କାର୍ଯ୍ୟକ୍ରମ
ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ବାର୍ଷିକ ଦିବସ ପାଳନ ( ଜୟଦେବ ସମରୋହ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପଞ୍ଚମବେଦ ନାଟକ ମହୋତ୍ସବ