ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ ୨୦୨୫ )
କଟକ ବଜ୍ରକବାଟି ରୋଡରେ ଥିବା ଏକ ଦୋକାନରେ ଜନ୍ମାଷ୍ଟମୀ ଉପଲକ୍ଷେ ବିକ୍ରୟ ପାଇଁ ରଖା ଯାଇଥିବା ଏକ କୃଷ୍ଣଙ୍କ ପ୍ରତିମାକୁ ଦୋକାନୀ ଜଣକ ସଜାଉଛନ୍ତି
କଟକ ଚୌଧୁରୀ ବଜ଼ାରସ୍ଥିତ ଏକ ଖଦି ଦୋକାନରୁ ଲୋକମାନେ ଜାତୀୟ ପତାକା କିଣୁଛନ୍ତି
ଭୁବନେଶ୍ୱର ପିଏମଜିରେ ଅଗଷ୍ଟ ୧୫ ଉପଲକ୍ଷେ ପ୍ୟାରେଡ଼ ଅଭ୍ୟାସ