ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୫ )
ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟର ୫୯ତମ ବାର୍ଷିକ ଉତ୍ସବ, ଜୟଦେବ ସମାରୋହ
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅସୀମ ବସୁ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ନାଟକ
ପୁରୀର ବିଭିନ୍ନ ସାଧୁ ଏବଂ ସନ୍ଥମାନେ ମହୋଦଧିର ପବିତ୍ର ଜଳରେ ଗୋବିନ୍ଦ ଦ୍ୱାଦଶୀ ବୁଡ ରୀତି ପାଳନ କରୁଛନ୍ତି