ଧରିତ୍ରୀର ମୁଖ୍ୟ କାର୍ଯ୍ୟାଳୟରେ ଉଦଘାଟିତ ହୋଇଯାଇଛି ଧରିତ୍ରୀ ଲାଇଭର ଆଉ ଏକ ସହ ୟୁଟ୍ୟୁବ ଚ୍ୟାନେଲ, 'ବାରମଜା' ଜ୍ଵରରେ ପିଡ଼ିତ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିବା…
କଟକ ଦୋଳମୁଣ୍ଡାଇ ଚନ୍ଦନ ପଡିଆସ୍ଥିତ ରଥଖଳାରେ ଦୋଳମୁଣ୍ଡାଇ ରଥ କାର୍ଯ୍ୟ ଚାଲିଛି କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସାମୁହିକ…
ନୟାପଲ୍ଲୀ ଓଭରବ୍ରିଜ ଉପରେ ଜମି ରହିଥିବା ବର୍ଷାପାଣି ମହାନଦୀ ତଟ କୁ ଯିବା ବାରଣନେଇ ବାଲିଯାତ୍ରା ତଳପଡିଆ ଗଡଗଡିଆ ଘାଟ ଠାରେ ବାରକେଡ଼ ଦିଆଯାଉଛି
ରଥଯାତ୍ରା ପାଇଁ ଇସ୍କନ ମନ୍ଦିର ସମୁଖରେ ୩ ରଥ ପ୍ରସ୍ତୁତି ରାଜଧାନୀରେ ପ୍ରବଳ ଖରା
କଟକ ମହାନଗର ନିଗମ ମେୟର ସୁବାଷ ସିଂଙ୍କ ଉପସ୍ଥିତିରେ ନେତାଜୀ ସେତୁ ରାସ୍ତା ପାର୍ଶ୍ୱରେ ଜମି ରହିଥିବା ବାଲି ସଫା କରାଯାଉଛି
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ରୋଟାରୀ କ୍ଲବ ଦ୍ୱାରା କଳିଙ୍ଗ ସମ୍ମାନ ଉତ୍ସବ ରାଜଧାନୀରେ ବର୍ଷା ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ…
ପୁରୀ ଶ୍ରୀମନ୍ଦିରରେ ଦେବ ସ୍ନାନ ପୂର୍ଣ୍ଣିମା ଦେବ ସ୍ନାନ ପୂର୍ଣ୍ଣିମା ଅବସରରେ ଗୋଶାଣିନୁଆଗାଁ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ପଇଡରେ ସ୍ନାନ କରାଯାଉଛି…
ବିଶ୍ୱ ଯୋଗ ଦିବସରେ ଅଶୋକ ବରାଳ ଟିମ ପକ୍ଷରୁ ବିନ୍ଦୁସାଗରରେ ଯୋଗ ରାଜ୍ୟ ସଂଘରାଳୟରେ ଅନ୍ତର୍ଜାତୀକ ଯୋଗ ଦିବସ କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ…
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ନୃତ୍ୟାଭିନୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଅଣସର ରେ ପୁଜା ପାଉଥିବା ପଟି ଠାକୁରଙ୍କ ଚିତ୍ର ଆଙ୍କୁଛନ୍ତି ଚିତ୍ରକାର ସେବକ
କଟକ ଫିରିଙ୍ଗ ବଜାର ଅଂଚଳରେ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ପହଣ୍ଡି ନୀତି ପାଇଁ ଟାହିଆ ପ୍ରସ୍ତୁତ କରୁଛନ୍ତି କାରିଗର କଟକ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରଠାରେ…