ରାଜଧାନୀ ଭୁବନେଶ୍ୱରର ଡୁମୁଡୁମା ୧୬ ନ ଜାତୀୟ ରାଜପଥରେ ଗାତ ସିଡିଏ ସେକଟର ୬ ମାର୍କେଟ କଂପ୍ଲେକ୍ସ ମୁଖ୍ୟ ରାସ୍ତା ବୁଲା ଗୋରୁ ଙ୍କ ଆଶ୍ରୟ ସ୍ଥଳ…
ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶ୍ରୀଗୁଣ୍ଡିଚା ଘର ଅଭିମୁଖେ ତିନି ରଥ ରାଜଧାନୀରେ ବର୍ଷା କଟକର ବିଭିର୍ନ ସ୍ଥାନରେ…
ସିଂହ ଦ୍ଵାରରେ ଲାଗିଲା ତିନି ରଥ ଭୁବନେଶ୍ୱର ସୂଚନା ଭବନରେ କଳାକାର ଏଲ ଇଶ୍ୱର ରାଓଙ୍କ କଳାକୃତି ପ୍ରଦର୍ଶନ ଭୁବନେଶ୍ୱର…
ରାଜଧାନୀ ଭୁବନେଶ୍ୱର ଝାରପଡା ଓ଼ଭର ବ୍ରିଜ ପାଖରେ ପ୍ରବଳ ବର୍ଷାର ଦୃଶ୍ୟ ଆସନ୍ତା କାଲି ରାଷ୍ଟ୍ରପତି ଆସିବା ପୂର୍ବରୁ କାରକେଡ଼ ଅଭ୍ୟାସ ପ୍ରସ୍ତୁତି ଚାଲିଛି 2-Commissionerate police…
ମହାପ୍ରଭୁ ଙ୍କ ନିମନ୍ତେ ଖଳି ପ୍ରସାଦ ଶୁଦ୍ଧସୁଆର ଙ୍କ ଗୃହରୁ ଶ୍ରୀମନ୍ଦିର କୁ ବିଜେ କରାଯାଉଛି ।
କଟକ ଖାନନଗର ଟ୍ରାଫିକ ଛକଠାରେ ଏକ ଯାତ୍ରୀବାହୀ ବସରେ ଅଗ୍ନି କାଣ୍ଡ ଘଟିଥିବାବେଳେ ନିଆଁକୁ ଆୟତ୍ତ କରୁଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ଭୁବନେଶ୍ୱର ଇପିଏଫ…
କଟକ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ହୋଇଥିବା କାମର, ରକ୍ଷଣାବେକ୍ଷଣର ଅଭାବରୁ ସୌନ୍ଦର୍ଯ୍ୟ ନଷ୍ଟ କଟକ ରାଣୀହାଟ ରାସ୍ତା ପାର୍ଶ୍ୱରେ ଛତା ମରାମତି କରୁଥିବା…
ଭୁବନେଶ୍ୱରର ରସୁଲଗଡ ଠାରୁ ବମିଖାଲ ଯିବା ରାସ୍ତାରେ ବର୍ଷା ପାଣି ଜମିରହିଛି ଭାରତ ଟି୨୦ ୱାର୍ଲଡ କପ ଜିତିବା ଖୁସିରେ ବନ୍ଦେମାତରଂ ପକ୍ଷରୁ ପିଏମଜିରେ ଖୁସି ମନାଉଛନ୍ତି
ଭୁବନେଶ୍ୱର ରସୁଲଗଡ ଛକଠାରେ ପ୍ରବଳ ଟ୍ରାଫିକ ଭିଡ ଲାଗିରହିଥିବାର ଦୃଶ୍ୟ