ସୋମବାର, ଭୁବନେଶ୍ୱର ଟାଙ୍ଗିବଁଥରେ ଗୋଟିଏ ୬୨ ଫୁଟ ଉଚ୍ଚ ଦୁର୍ଗା ମୂର୍ତ୍ତି ସୋମବାର, ମହାସପ୍ତମୀ ଅବସରରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଦେବୀ ଦୁର୍ଗାଙ୍କୁ ପୂଜା…
ଦୁର୍ଗା ପୂଜା ମହାଷଷ୍ଠୀ ଭୁବନେଶ୍ବରର ପଣ୍ଡାଲଗୁଡିକର ସଜାସଜି ଭୁବନେଶ୍ବରର ଯାତ୍ରୀମାନେ ରବିବାର ଜୟଦେବ ବିହାର ନନ୍ଦନକାନନ ରୋଡରେ ଟ୍ରାଫିକ୍ ଜାମ୍ର ସମ୍ମୁଖୀନ
ଭୁବନେଶ୍ୱର ବମିଖାଲ ଦୁର୍ଗାପୂଜା ମଣ୍ଡପରେ ଚାଇନା ମୟୁର ତୋରଣ ଓ ରଙ୍ଗାରଙ୍ଗ ଲାଇଟ ଭୁବନେଶ୍ୱର ଝାରପଡା ମେଳଣ ପଡିଆ, ସହୀଦ ନଗର ଓ…
"ଆସନ୍ତା ଶୁକ୍ରବାର ଦୁର୍ଗାପୂଜାକୁ ନେଇ ଭୁବନେଶ୍ୱରର ପୂଜା ପଣ୍ଡାଲଗୁଡ଼ିକ ଜାକଜମକ ଓ ଭବ୍ୟତାରେ ଆଲୋକିତ ହୋଇ ଉତ୍ସବ ମନୋଭାବକୁ ଜାଗ୍ରତ କରୁଛି" ଗୁରୁତର ବର୍ଷାରେ ଶୁକ୍ରବାର ଭୁବନେଶ୍ୱରର…
ଶେଖ ବଜାର ପୂଜା ମଣ୍ଡପରେ ମେଢ ଫ୍ରେମରେ ଚାନ୍ଦି ଅଳଙ୍କାରଗୁଡ଼ିକୁ ଖଚିତ କରୁଥିବା କାରିଗର ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ବୁଧବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ…
କଟକ ଚାନ୍ଦିନୀ ଚୌକ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ଚାନ୍ଦି ଅଳଙ୍କାର ପିନ୍ଧଉଛନ୍ତି କାରିଗର କଟକର ବିଭିର୍ନ ପୀଠରେ ମାଙ୍କ…
କଟକ ବିନୋଦ ବିହାରୀ ବାଲୁବଜାର ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଲୀରେ ରୂପରେଖ ଦିଆଯାଉଛି କଟକର ବିଭିର୍ନ ପୀଠରେ…
ଗୁପ୍ତ ଗୁଣ୍ଡିଚା ଯାତ୍ରା ପାଇଁ ଦୁର୍ଗା ମାଧବ ଦୋଳମଣ୍ଡପ ସାହି ନାରାୟଣ ମନ୍ଦିର କୁ ବିଜେ କରୁଛନ୍ତି।
ବାଇଶି ପାହାଚରେ ଶ୍ରାଦ୍ଧ ଦେବା ବନ୍ଦ ହୋଇଥିବା ଯୋଗୁ ଶ୍ରୀ ମନ୍ଦିର କଡ଼ରେ ଶ୍ରଦ୍ଧାଳୁ ମାନେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡ ଦେଉଛନ୍ତି ରାଜଧାନୀରେ…
ଚଳିତ ବର୍ଷ ଭୁବନେଶ୍ୱର ରସୁଲଗଡ଼ ଦୁର୍ଗାପୂଜା ପେଣ୍ଡାଲରେ 'ପାହାଡ଼ରେ ମା' ଥିମ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପରେ ୫ମ ଇଣ୍ଟରନ୍ୟାଶନାଲ ତ୍ରିନେତ୍ର ଆୱାର୍ଡ ଫେଷ୍ଟିଭାଲରେ ଆୟୋଜିତ ଓଡ଼ିଶୀ…