ଓଡ଼ିଶା: ଆଜିର ଫଟୋ ( ୨୦ ଜୁନ୍, ୨୦୨୫ )

ରାଜଧାନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ପାଇଁ ଲୋକଙ୍କ ଭିଡ ଓ ବିଭିର୍ନ ନୃତ୍ୟ

 

 

ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି