ଓଡ଼ିଶା: ଆଜିର ଫଟୋ (୧୫ ଜୁନ୍, ୨୦୨୫)

ରାଜଧାନୀରେ ରଜର ଦ୍ୱିତୀୟ ଦିନ

 

 

ଜଣେ ଯୁବତୀ ତାଙ୍କ ବାପାଙ୍କୁ ଧରି ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଛନ୍ତି

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ସାହିତ୍ୟ ଏବଂ ଭାଷା ବିଭାଗ ଦ୍ୱାରା ଆୟୋଜିତ ନାଟକ, ‘କାବ୍ୟଶିଳ୍ପୀ ଗଙ୍ଗାଧର’

 

 

କଟକ ଚାଉଳିଆଗଞ୍ଜ ଖେଳ ପଡିଆରେ ଅନୁଷ୍ଠିତ ରଜ ମହୋତ୍ସବର ଦ୍ୱିତୀୟ ଦିନରେ ଯୁବତୀ ମାନେ ଦୋଳି ଖେଳୁଛନ୍ତି ଓ ପୁଚି ପ୍ରତିଯୋଗିତା କରୁଛନ୍ତି