ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୫, ୨୦୨୩ )

ହକି ପ୍ରେମୀ ମାନେ ଓଲିଲ୍ୟାଣ୍ଡ କଲିଙ୍ଗ ଷ୍ଟାଡିୟମରେ ଉପଭୋଗ କରୁଛନ୍ତି

 

ରାଜଧାନୀରେ ପଥ ଉତ୍ସବ

 

 

ବ୍ରହ୍ମପୁରରେ ସିଲ୍କ ସିଟି ଫେଷ୍ଟ -୨୦୨୩ର ତୃତୀୟ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ

 

 

କଟକରେ ତେଲଗୁ ସମ୍ପ୍ରଦାୟ ପକ୍ଷ୍ୟରୁ ପୋଙ୍ଗଲ ପର୍ବ ପାଳନ ଅବସରରେ ମହିଳା ମାନେ ଘର ସମ୍ମୁଖରେ ମୁରୁଜ ପକାଉଛନ୍ତି

 

 

ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡିଆରେ ଡଟ୍ ଫେଷ୍ଟ