ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ ହେବାକୁ ଯାଉଛି । ଯାହା ଅନେକ ରାଶିର ଲୋକଙ୍କୁ ମାଲାମାଲ ଓ ଧନବାନ ବନେଇବାର ଯୋଗ ରଖିଛି । ଜ୍ୟୋତିର୍ବିଦମାନଙ୍କ ଅନୁସାରେ, ବୁଧ ଦନୁ ରାଶିରେ ପ୍ରବେଶ କରିବା କ୍ଷଣି ସୂର୍ଯ୍ୟ, ମଙ୍ଗଳ ଓ ଶୁକ୍ର ଗ୍ରହ ସହ ଯୁତି କରିବେ । ଯେଉଁଥିପାଇଁ ଧନୁରାଶିରେ ଚତୁର୍ଗ୍ରହି ଯୋଗ ବନାଇବେ ।