Categories: Video

ସମୁଦ୍ରରେ ଲାଗିଲା ନିଆଁ | The ocean is on fire

ସମୁଦ୍ର ମଝିରେ ଲାଗିଲା ନିଆଁ । କଥା ଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, ହେଲେ ବାସ୍ତବରେ ଏହା ସତ୍ୟ । ମେକ୍ସିକୋ ସମୁଦ୍ରରେ ଏପରି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ।