Categories: Video

ଅନୁଷ୍ଠିତ ହେଲା ଧରିତ୍ରୀ ୟୁଥ୍ କନକ୍ଲେଭ୍ ୨୦୨୧

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହା ଜାଣି ସୁଦ୍ଧା ମଣିଷ ପାଲଟୁଛି ଅଜଣା ।