ବିଡିଓଙ୍କ ଆଖିରେ ଲୁହ

ବୋଲଗଡ଼,୧୬।୮: ବିଡିଓଙ୍କ ଆଖିରେ ଲୁହ। ବୋଲଗଡ଼ ତହସିଲଦାର ତଥା ବିଡ଼ିଓ ଦାଇତ୍ୱରେ ଥିବା ବିଜୟ କୁମାର ସେଠୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି। ବିଡିଓ ଆରିକମା କୋଶଳାଶୁଣୀ ନିକଟରେ ଥିବା ବୃଦ୍ଧାଶ୍ରମ ଯାଇଥିଲେ। ସେଠାରେ ଜଣେ ବୃଦ୍ଧଙ୍କ ସହ କଥା ହୋଇଥିଲେ। ତାଙ୍କର ଦୁଃଖ ଶୁଣି ଲୁହ ଗଡାଇଥିଲେ।