ଏଲନ୍ ମସ୍କଙ୍କ ନୂଆ ଯୋଜନା: ହ୍ବାଟ୍ସଆପ୍କୁ ଟକ୍କର ଦେବ ‘X’ର ନୂଆ ଫିଚର, କଲିଂ ହେବ ମାଗଣା ଓ୍ବାଶିଂଟନ,୧ା୯: ବର୍ତ୍ତମାନର ‘ଏକ୍ସ’ ଯାହାକୁ ପୂର୍ବରୁ ଟୁଇଟର କୁହାଯାଉଥିଲା। ଏବେ ଏହାକୁ ଦେଶର ବହୁ ସଂଖ୍ୟକ ଲୋକ ବ୍ୟବହାର କରୁଛନ୍ତି। ସମଗ୍ର ବିଶ୍ୱରେ ‘ଏକ୍ସ’ରେ ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି। ଏଭଳି ପରିସ୍ଥିତିରେ ଏଲନ ମସ୍କ ଏକ ନୂତନ ଯୋଜନା...