ନୂଆଦିଲ୍ଲୀ,୨୪।୧୦: ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ପର୍ଯ୍ୟାୟ (qualifiers) ୨୦୨୮ ମସିହା ଜାନୁଆରୀ-ଫେବୃଆରୀ ମାସରେ ଅନୁଷ୍ଠିତ ହେବ। ‘ଇଏସପିଏନ୍ କ୍ରିକଇନ୍ଫୋ’ (ESPNcricinfo)…